[pj-news-ticker]

नमस्कार हमारे न्यूज पोर्टल - मे आपका स्वागत हैं ,यहाँ आपको हमेशा ताजा खबरों से रूबरू कराया जाएगा , खबर ओर विज्ञापन के लिए संपर्क करे +91 7078277779 / +91 9927127779 ,हमारे यूट्यूब चैनल को सबस्क्राइब करें, साथ मे हमारे फेसबुक को लाइक जरूर करें ,




ବ୍ଲକ୍ ସିଧାମୁଳା ପଞ୍ଚାୟତ ଘୋଡା ମାରୀ ଦ୍ଵାର ଗାଁ ଦୂଷିତ ପାଣି ହୋଇଛି କାଳ, ମଲେଣି ୫୦କିନ୍ତୁ ୧୦ରୁଚିକିତ୍ସିତ ମଧ୍ୟରୁ ଏବେ ମୃତୁ ଶହ ସଂଗାର୍ମ କହୁଛନ୍ତି ଈଶ୍ବର ପ୍ରଧାନ

କିଡିନି ରୋଗ ଗାଁରେ ମହା ମାରୀ ସୃଷ୍ଟି କରି ଥିବା ବେଳେ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ରଉଚ୍ଚ ସ୍ତରୀୟ ଟିମ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦେକ୍ଷପ ନିଆଯାଉ ନାହିଁ।

ଖଣ୍ଡପଡ଼ା,25 ଏପ୍ରିଲ୍ 2024 (UTN) | ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ସିଧାମୂଳା ପଞ୍ଚାୟତର ଘୋଡା ମାରୀ ଦ୍ଵାର ଗାଁ କିଡିନି ରୋଗରେ ମଲେଣି ୫୦। ଚିକିତ୍ସିତ ହେଉଛନ୍ତି ୧୦ରୁ ଉର୍ଦ୍ଧ୍ବ, ତେବେ ଏହି ଚିକିତ୍ସିତ ବ୍ୟକ୍ତିଙ୍କ ମଧ୍ୟରୁ ଈଶ୍ବରପ୍ରଧାନ ଘରୋଇ ହସ୍ପିଟାଲ ରେ ଚିକିତ୍ସିତହେଉ ଥିଲା ବେଳେ ଆଉ ବଞ୍ଚିବା ଆଶା ନାହିଁ ବୋଲି, ଡାକ୍ତର ତାଙ୍କୁ ଫେରାଇ ଦେଈ ଛନ୍ତି କିନ୍ତୁ ଈଶ୍ବର ପ୍ରଧାନ ଏବେ ଘରେ ରହି ମୃତୁ ଶହ ସଂଗ୍ରାମ କରୁଛନ୍ତି। ଈଶ୍ବରଙ୍କ ଏଭଳିପରିସ୍ଥିତି ପାଇଁପରିବାରଭାଙ୍ଗିପଡ଼ି ଥିବା ବେଳେ ଗାଁରେ କିନ୍ତୁ ଲୋକମାନେ ଭାଙ୍ଗି ପଡ଼ିଲେଣି, ଗାଁରେ କିନ୍ତୁ ଭୟର ବାତାବରଣ ସୃଷ୍ଟି ହୋଇଛି। କିଡିନି ରୋଗ ଗାଁରେ ମହା ମାରୀ ସୃଷ୍ଟି କରି ଥିବା ବେଳେ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ରଉଚ୍ଚ ସ୍ତରୀୟ ଟିମ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦେକ୍ଷପ ନିଆଯାଉ ନାହିଁ।

 

 

ଗାଁରେନଳକୂପ ର ପାନୀୟ ଜଳ ଦୂଷିତ ଯୋଗୁ ଏହି ରୋଗ ହେଉ ଥିବାବେଳେ ଏହାକୁ କିନ୍ତୁ ଖଣ୍ଡପଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ମାନିବାକୁ ନାରାଜ। ଗାଁରେ ଦୂଷିତ ପାଣି ପିଇ ଦୁଇବର୍ଷ ମଧ୍ୟରେ ଲୋକଙ୍କ ପାୟ ଜୀବନ ଯାଇ ଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମଧ୍ୟ ନିଦା ବିଷ୍ଟ୍ନୁ ହୋଇ ରହିଛି। ଗତ ବର୍ଷ ତଳେ ଏହି ପାଣି ସଂପର୍କରେ ଅଭି ଯୋଗକରିବାରେ ମାତ୍ର ଦୁଇ ଦିନପାଇଁ ପାଇପ ଯୋଗେ ଗାଁ କୁ ପାଣି ଦିଆଯାଇଥିଲା କିନ୍ତୁ ପରେ ବନ୍ଦ କରା ଗଲା। ଗତ ୧୧ତାରିଖରେ ପୁର୍ନବାର ଗାଁ ଲୋକ ଭାରତୀୟ ବିକାସ ପରିଷଦରରାଜ୍ୟ ଉପସଭାପତି ତଥାସାମ୍ବାଦିକଏବଂ ମାନବିକ ଅଧିକାର କର୍ମୀ ନିରଞ୍ଜନ ଦାସଙ୍କ ନେତୃତ୍ଵରେ ଖଣ୍ଡପଡା ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେଈ ଥିଲେ କିନ୍ତୁ ଖଣ୍ଡପଡ଼ା ବ୍ଲକ୍ ବିଡ଼ିଓ ଗାଁର ସମସ୍ୟା ଉପରେ ଆଲୋଚନା

 

କରିଥିଲେ ହେଲେ ଅଦ୍ୟାବଧୀ ଗାଁ ର ପିଇବା ପାଣି ସମସ୍ୟା ଉପରେ କୌଣସି ପଦକ୍ଷେପ ନିଆ ଗଲା ନାହିଁ, କିନ୍ତୁ ଖାଲି ମିଳିଛି ପ୍ରତିଶ୍ରୁତି। ଅନ୍ୟ ପକ୍ଷରେ ଦେଖିବା କୁ ଗଲେ ନଳକୂପ ପାଣି ଦୂଷିତ କିନ୍ତୁ ପାନୀୟ ଜଳ ବିଭାଗ ନୟଗଡ ପାଣିକୁ ପରୀକ୍ଷା କରିପାଣି ଭଲ ବୋଲି ଏଡ଼ାଇ ଯାଇ ନୀରବ ରହିଛନ୍ତି। ଏଠି ପ୍ରଶ୍ନ ହେଉଛି ଗାଁରେପାନୀୟ ଜଳଯଦି ଭଲ ତାହେଲେ ପବନରେ କଣ ଏହି ରୋଗବ୍ୟାପୁଛିକି, ନିଜ ମୁଣ୍ଡରୁ ଦୋଷ ଖସାଇ ଦେଈ, ଲୋକଙ୍କ ଜୀବନ ଶହ ଖେଳ ଖେଳିବା ଯୋଗୁ ଗାଁରେ ମୂଲ୍ୟ ବାନଜୀବନ ଗୋଟାଏ ପରେ ଗୋଟାଏ ଚାଲି ଯାଉଛି। ଏଥି ପାଇଁ ଦାୟୀ କିଏ। ଏବେ ଠାରୁ ଯଦି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆ ନଜାଏ ତାହାଲେ ଆହୁରି ଜୀବନଜେ ହାନୀ ନ ହେବ ତାହା କିଏ କହିବ।

ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ୍.

विज्ञापन बॉक्स (विज्ञापन देने के लिए संपर्क करें)

[wonderplugin_carousel id="1"]
RELATED ARTICLES

विज्ञापन बॉक्स (विज्ञापन देने के लिए संपर्क करें)

Most Popular

आज का राशिफल देखें