[pj-news-ticker]

नमस्कार हमारे न्यूज पोर्टल - मे आपका स्वागत हैं ,यहाँ आपको हमेशा ताजा खबरों से रूबरू कराया जाएगा , खबर ओर विज्ञापन के लिए संपर्क करे +91 7078277779 / +91 9927127779 ,हमारे यूट्यूब चैनल को सबस्क्राइब करें, साथ मे हमारे फेसबुक को लाइक जरूर करें ,




ବିଶ୍ୱ ମାତୃ ଦିବସ

ପିଲାଙ୍କ ଜୀବନ ଯିଏ ଅଟଇ     ଜନ୍ମ ଯେ ଦିଏ ହୋଇ ସାହା  ସେ ଯେ ପିଲା ଅଟଇ ଭାଗ୍ୟବାନ     ଯହିଁ ନିକଟେ ଥାନ୍ତି ମାଆ ll

ପିଲାଙ୍କ ଜୀବନ ଯିଏ ଅଟଇ
    ଜନ୍ମ ଯେ ଦିଏ ହୋଇ ସାହା
ସେ ଯେ ପିଲା ଅଟଇ ଭାଗ୍ୟବାନ
    ଯହିଁ ନିକଟେ ଥାନ୍ତି ମାଆ ll
ଦେଖି ଆମ ଲୁହ ବଢଇ କୋହ
    ନିଜେ ଯେ ସହି ଅବା ଦୁଃଖ
ମାଆ ଯେ ହସିଲେ ଆମେ ଯେ ହସୁ
    ବାଢି ନିଏ ସଦା ଯେ ସୁଖ ll
ଦିଏ ଯେ ମମତା ସେ ଅଟେ ମାଆ
    ବକ୍ଷରୁ ଦିଏ ଯେ ଅମୃତ
ତାକୁ କରି ପାନ ପାଉ ଯେ ବଳ
     ରଖିବା ତାର ଏ ମହତ ll
ସନ୍ତାନ ବୋଲି କରୁ ଯେ କୃତାର୍ଥ
    ସୁଖ ଦୁଃଖ ବାଣ୍ଟୁ ଯେ ସର୍ବ
ପ୍ରତି କ୍ଷଣ ଭରି ଯାଏ ଏ ଖୁସି
    ମାଆ ବୋଲି କରୁ ଯେ ଗର୍ବ ll
ତୁମ ଋଣ ମୁଁ ସୁଝି କି ପାରିବି
   ତୁମ ସନ୍ତାନ ଯେ ମୋ ଗର୍ବ
ତୁମ କୋଳେ ମୋର ଜୀବନ ତ୍ୟାଗୀ
    ଧନ୍ୟ ମଣି କରେ ଉତ୍ସର୍ଗ  ll
(ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

[wonderplugin_carousel id="1"]
RELATED ARTICLES

विज्ञापन बॉक्स (विज्ञापन देने के लिए संपर्क करें)

Most Popular

आज का राशिफल देखें