Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଲଗାଣ ବର୍ଷାରେ କ୍ଷୟକ୍ଷତି ପରିବାରକୁ ଭେଟି ଆଶ୍ୱାସ୍ୱନା ପ୍ରଦାନ କଲେ ରାଜପୁଟ ସରପଞ୍ଚ

କୋରାପୁଟ, 25 ଅଗଷ୍ଟ 2022 (UTN) | କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ କାଙ୍ଗ୍ରା ଗ୍ରାମରେ ଯାଇ ଘରଘର ବୁଲି ଲଗାଣ ବର୍ଷାରେ କ୍ଷୟକ୍ଷତି ପରିବାରବର୍ଗଙ୍କୁ ଭେଟି ଆଲୋଚନା କରିଥିଲେ l ଗାଁ ଦାଣ୍ଡ ଦୁଆର ପକ୍କା ସଡ଼କ ନଥିବାରୁ ଗଦାବା ଉପର ସାହିର ଲୋକେ ଅସୁବିଧାରେ ରହୁଥିବା ସରପଞ୍ଚ ହୃଦୟଙ୍ଗମ କରିଛନ୍ତି ଆଗାମୀ ଦିନରେ ଚେକେଡ଼ ଟାଇଲ ଡ୍ରେନର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରପଞ୍ଚ ପିତାମ୍ବର କିର୍ସାନି l ଅତ୍ୟଧିକ ଚାଲିବୁଲି ପାରୁନଥିବା ବୁଢ଼ାବୁଢ଼ୀ ମାନଙ୍କ ଘରେଘରେ ଯାଇ ପେନସନ ଦିଆଯିବ ବୋଲି କହିଇଛନ୍ତି l
ଗାଁର ଲୋକ ଅଭିଯୋଗ କରିଥିଲେ ଭୋଜିଭାତ ପାଇଁ ଗୋଟିଏ ଘର କରାଯାଉ କାଙ୍ଗ୍ରା ଠାରୁ ଚଲାଣପୁଟ ଘାଟକଟିଙ୍ଗ ସାହିରେ ରାସ୍ତା ଷ୍ଟ୍ରିଟ ଲାଇଟ ପାଇଁ ସରପଞ୍ଚଙ୍କୁ ଅବଗତ କରିଛନ୍ତି ଗ୍ରାମବାସୀ  ପର୍ଯ୍ୟାୟକ୍ରମେ ନିଶ୍ଚିତ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି  ଗ୍ରାମ ସ୍ତରରେ ବୁଦ୍ଧିଯିବି ଚାଲାଣ ନାଇକ ବାରିକ ଆଶା ଅଙ୍ଗନବାଡି ସ୍ବେଛାସେବୀ ଯୁବଗୋଷ୍ଠୀ ମହିଳା ମାନଙ୍କୁ ନେଇ ଗ୍ରାମରେ ଯୋଜନା କମିଟି କରିବାକୁ ସରପଞ୍ଚ ନିବେଦନ କରିଛନ୍ତି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) | 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]