Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ରାଜପୁଟ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ରୋଗୀଙ୍କ ରକ୍ତ ନମୁନା ଯୋଗାଡ ହେଲା ସାର୍ଥକ

କୋରାପୁଟ, 24 ଅଗଷ୍ଟ 2022 (UTN) | କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ କାଙ୍ଗ୍ରା ଗ୍ରାମର ନରେନ୍ଦ୍ର ଖରା (17)ଏକ ସପ୍ତାହ ଧରି ଦେହ ଅସୁସ୍ଥତା ହେବାରୁ କୋରାପୁଟ ସହିଦ ଲଷ୍ମଣନାଇକ ମେଡିକାଲ ଠାରେ ଭର୍ତ୍ତି l ରକ୍ତନମୁନା ପରୀକ୍ଷାରେ ତାଙ୍କର ଡେଙ୍ଗୁ ଲକ୍ଷଣ ଜଣାପଡିବାରୁ ପରିବାର ବିଚଳିତ l ପରିବାର ବର୍ଗ ସରପଞ୍ଚଙ୍କୁ ଅବଗତ କରିବାରୁ ତୁରନ୍ତ ରକ୍ତଭୋଣ୍ଢାରରେ କାର୍ଯ୍ୟରତ ମୁଖ୍ୟ ଅଧିକାରୀ ଡାକ୍ତର ମୁଣ୍ଡାଙ୍କୁ ଫୋନଯୋଗେ ବାର୍ତ୍ତାଳାପ କଲେ ସରପଞ୍ଚ ପିତାମ୍ବର କିର୍ସାନି l

ନରେନ୍ଦ୍ରଙ୍କ ପାଇଁ ଏକ ୟୁନିଟ ରକ୍ତ ବ୍ୟବସ୍ଥା କଲେ ପେଟଲେଟର ଆବଶ୍ୟକତା ଥିବାରୁ ଅଧିକ ରକ୍ତ ଦରକାର ପଢୁଥିଲା l ପରିବାରର ସମ୍ପର୍କୀୟ ମାନେ 4 ୟୁନିଟ ଦେଇଥିବା ସୂଚନା ରହିଛି l ପୁଣି ଆଉ AB +tve ଦୁଇ ୟୁନିଟ ଦରକାର ପଡିବାରୁ ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନି ତଥା ସମାଜସେବୀ ଶ୍ରୀ ପିତାମ୍ବର କିର୍ସାନି ଦିଇଜଣଙ୍କୁ ସାଥିରେ ନେଲେ କୋରାପୁଟ ରକ୍ତଭଣ୍ଡାର ଧନ ହନ୍ତାଳ ଏବଂ ମୁକୁନ୍ଦ କିର୍ସାନିଙ୍କୁ l ରାତି 09.00 ଘଟିକା ହେବାରୁ ରକ୍ତଦାନ କରିବାରେ କର୍ମଚାରୀ ମନା କରିବାରୁ l ଡାକ୍ତର ମୁଣ୍ଡାଙ୍କୁ ଅବଗତ କରିବାରୁ ଏକ ୟୁନିଟ ପ୍ରଦାନ କରିଥିବା ସୂଚନା |

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]