Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ରକ୍ଷା ବନ୍ଧନ

ପ୍ରତି ବର୍ଷ ପରି ଆସିଛି ରକ୍ଷା ବନ୍ଧନ
     ନେଇ ସ୍ନେହ ଭାଈ ଭଉଣୀର
ତିଥି ଏ ଅତୁଟ ଅଟେ ପବିତ୍ର ବନ୍ଧନ
     ଭାଈ ଭଉଣୀର ସମ୍ପର୍କର ll
ଅମାପ କେତେ ସ୍ନେହ ଅଜାଡି ଦିଏ ଭାଈ
     ବହୁ ଶ୍ରଦ୍ଧାଏଁ ବାଢେ ଭଉଣୀ
ଅବିକୃତ ସମ୍ପର୍କ ଆଜନ୍ମ ପ୍ରତିଶ୍ରୁତି
     ଦିଅଇ ଆପଣା କରି ମଣି ll
ଜୀବନ ଅବିଛିନ ଅଙ୍ଗ ଏହି ସମ୍ପର୍କ
     ଆଶା ଭରସା ଡୋରୀ ଏ ରାକ୍ଷୀ
ପ୍ରୀତି ଭରଷାର ଏଯେ ଶ୍ରୋତସ୍ବିନୀଟିଏ
     ଉଦାସେ ଯେ ଦିଏ ହସ ମାଖି ll
ରାକ୍ଷୀ କହେଯେ କଥା ପବିତ୍ର ବନ୍ଧନର
       ଭଉଣୀ ବାନ୍ଧେ ଭାଇକୁ ରାକ୍ଷୀ
କହେ ଭାଇକୁ ମାନଯେ ରଖିବ ସାଉଁଟି
       ଭାଈ ପ୍ରତିଜ୍ଞା ରହିବ ଶାଖୀ ll
ପବିତ୍ର ଏହି ବନ୍ଧନ ରାକ୍ଷୀ ସୂତାଟିଏ
     ଭାଇ କିଛି ଦିଏ ଉପହାର
ଭଉଣୀ ଭାଇର ପୂର୍ଣ୍ଣ ପ୍ରାର୍ଥନା ମନସେ
     ମଙ୍ଗଳ ହେଉଯେ ମୋ ଭାଇର ll
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]