Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ପୁଜାରୀପୁଟ ପୂଜାରୀପୁଟ କଲ୍ୟାଣ ମଣ୍ଡପରେ ବିଶ୍ୱ ଆଦିବାସୀ ଦିବସ ପାଳିତ

କୋରାପୁଟ, 10 ଅଗଷ୍ଟ 2022 (UTN) | କୋରାପୁଟ ଜିଲ୍ଲାର ତଥା ବ୍ଲକର ସମସ୍ତ ଆଦିବାସୀ ନେତା ଉପସ୍ଥିତ ରହି ଏହି ଦିବସକୁ ଧୂମଧାମରେ ପାଳନ କରିଛନ୍ତି l ଆଦିବାସୀ ଭାଇ ଭଉଣୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ୱର ଉଠେଇବାକୁ ନେଇ ଆଲୋଚନା କରାଯାଇଛି l ଓଡିଶାର ଆଦିବାସୀ ଝିଅ ଆଜି ଭାରତର ସର୍ବୋଚ୍ଚ ନାଗରିକ ଭାବେ ରାଷ୍ଟ୍ରପତି ହୋଇପାରିଲେ ସେହିପରି ଆଦିବାସୀ ମାନେ ଆଗକୁ ବଢିବାକୁ ଏହି ବୈଠକରେ ଆହ୍ୱାନ ଦିଆଯାଇଛି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) | 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]