Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ

09 ଅଗଷ୍ଟ 2022 (UTN) |
ହେ ଦ୍ରୌପଦୀ ତୁମେ ଓଡ଼ିଆର ଭାବାବେଗ
ତୁମେ ମୟୁରଭଞ୍ଜର ମୂଲକ
ପାଲଟି ଅଖ୍ୟାତ ପଲ୍ଲୀର ପ୍ରଖ୍ୟାତ ନାରୀ
ଆଜ ଦେଖାଇଲ ତୁମେ ଝଲକ ll
ଜନମି ନେଲ ଯୁଗେ ତୁମେ ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ର ହିତ ସୁରକ୍ଷା ଦୀକ୍ଷା ନେଲ
କୋଳମଣ୍ଡନ ତୁମେ କଲ ଜନ୍ମମାଟିର
ଗୁରୁଙ୍କ ପ୍ରିୟ ଶିଷ୍ୟା ପାଲଟିଲ ll
ଉଚ୍ଚ ଶିକ୍ଷା ଲଭିଲ ବିଦ୍ୟାଳୟ ଗଢିଲ
ପାଲଟି ତୁମେ ଉତ୍ତମ ଶିକ୍ଷିକା
ରାଜନୀତି ମହଲେ ହେଲ ତୁମେ ପ୍ରବେଶ
ଏ ରାଜ୍ୟର ପାଲଟିଲ ଶାସିକା ll
ଦୁଃଖଦ ମୁହୂର୍ତ୍ତ ତୁମ ପଥ ଉଗାଲିଛି
ଥିଲା ଏ ଏକ ବିଧିର ବିଧାନ
ସ୍ୱାମୀ ସଙ୍ଗେ ଦୁଇ ପୁଅ ସାଥେ ଏକ ଝିଅ
ଚାଲିଗଲେ ପରଲୋକ ଭୁବନ ll
ହେ ଦ୍ରୌପଦୀ ତୁମେ ଉତ୍କଳେ ରଖିଲ ଟେକ
ଏ ଅଟେ ଆମ ଗର୍ବ ଓ ଗୌରବ
ତୁମ ପରି ନାରୀ ପାଇ ଏ ଦେଶ ଗର୍ବିତ
ଆମ ଓଡ଼ିଆଙ୍କ ପାଇଁ ଏ ଗର୍ବ ll
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]