Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଶାବର ଶ୍ରୀକ୍ଷେତ୍ରରେ ବଡ଼ଦାଣ୍ଡରୁ ଧାଡି ପହଣ୍ଡିରେ ନୀଳାଦ୍ରି ବିଜେ ହେଲେ ଚତୁର୍ଦ୍ଧା ମୂର୍ତ୍ତି

କୋରାପୁଟ, 13 ଜୁଲାଇ 2022 (UTN) | ଶାବର ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ହେଲେ ଚତୁର୍ଦ୍ଧା ମୂର୍ତ୍ତି l ଶାବର ଶ୍ରୀକ୍ଷେତ୍ର କୋରାପୁଟ ବଡ଼ ଦାଣ୍ଡରୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଧାଡି ପହଣ୍ଡିରେ ଗଲେ ଚତୁର୍ଦ୍ଧା ମୂର୍ତ୍ତି lସରିଲା ଜନ୍ମବେଦୀ ଲୀଳା ଖେଳ ରତ୍ନ ବେଦୀକୁ ଆସିଲେ ତିନି ଠାକୁର ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଶେଷ ହୋଇଛି ଘୋଷ ଯାତ୍ରାର ସମସ୍ତ ପରମ୍ପରା l
ବଡ଼ ଦାଣ୍ଡ ଓ ଜନ୍ମ ବେଦୀରେ ଲୀଳା ଖେଳ ସରି ରତ୍ନ ବେଦୀରେ ପହଞ୍ଚିଛନ୍ତି ତିନି ଠାକୁର ଦେବସ୍ନାନ ପୂର୍ଣ୍ଣିମା ଠାରୁ ଶୂନ୍ୟ ପଡ଼ିଥିବା ରତ୍ନ ବେଦୀ ଆଜି ପୂର୍ଣ୍ଣ ହେଇଛି l ମହାପ୍ରଭୁଙ୍କ ଆଗମନରେ ଚଳ ଚଞ୍ଚଳ ହୋଇଉଠିଛି ଶାବର ଶ୍ରୀକ୍ଷେତ୍ର l ଏଣିକି ରତ୍ନ ବେଦୀରେ ଠାକୁରଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]