Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ବାମନ ଅବତାର ଏବଂ ଶ୍ରୀ ବଳରାମ ପର୍ଶୁରାମ ଅବତାରରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ

କୋରାପୁଟ, 07 ଜୁଲାଇ 2022 (UTN) | ବାମନ ଅବତାରରେ ଦର୍ଶନ ଦେଲେ ମହାପ୍ରଭୁ l କୋରାପୁଟ ଜିଲ୍ଲା ଶାବର ଶିକ୍ଷେତ୍ର ଠାରେ ବୁଧବାର ସନ୍ଧ୍ୟାରେ ସମୟରେ ମହାପ୍ରଭୁଙ୍କ ବାମନ ଏବଂ ଶ୍ରୀ ବଳରାମ ପର୍ଶୁରାମ ଅବତାର  ବେଶ ଅନୁଷ୍ଠିତ ହୋଇଅଛି l ମହାପ୍ରଭୁଙ୍କ ଏକା ଅନନ୍ୟ ପରମ୍ପରା କ୍ରମେ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରତି ସନ୍ଧ୍ୟାରେ ଜଗନ୍ନାଥଙ୍କ ବିଭିନ୍ନ ବେଶ ଦେଖିବାକୁ ଭକ୍ତଙ୍କ ସମାଗମ ହେଉଥିବା ଦେଖା ଦେଇଅଛି l

ପ୍ରତି ସନ୍ଧ୍ୟାରେ ଏହି ବେଶକୁ ମନ୍ଦିର ପୂଜକ ଏବଂ ସହଯୋଗୀ ପୂଜକ ସମୂହ ପ୍ରମୁଖ ଉପସ୍ଥିତ ରହି ପ୍ରଭୁଙ୍କ ବେଶ କରିବାକୁ ଆଗେଇ ଆସିଛନ୍ତି l ପ୍ରତି ସନ୍ଧ୍ୟାରେ ଠାକୁରଙ୍କ ଆଳତୀ ହେବା ସହ ହୁଳହୁଳି ଏବଂ ଶଙ୍ଖନାଦରେ ପ୍ରଭୁଙ୍କ ପୂଜା ଅର୍ଚନା କରାଯାଉଥିବା ଦେଖା ଦେଇଅଛି l ପ୍ରତି ସନ୍ଧ୍ୟାରେ ଏହି ବେଶକୁ ଦେଖିବାକୁ କୋରାପୁଟ ତଥା ଆଖପାଖ ଅଞ୍ଚଳରେ ଭକ୍ତଙ୍କ ଜନ ସମାଗମ ଦେଖା ଦେଇଅଛି l

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |  

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]