Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପାସ ହାର 90.41 ପ୍ରତିଶତ ପ୍ରତିକ୍ରିୟା ରଖିଲେ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକ

କୋରାପୁଟ, 07 ଜୁଲାଇ 2022 (UTN) l ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଅଛି l କୋରାପୁଟ ଜିଲ୍ଲାରେ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରୁ 30 ଜଣ A1 ଗ୍ରେଡ଼ରେ ପାସ କରିଥିବା ବେଳେ 448 ଜଣ A2 ଗ୍ରେଡ଼ରେ ପାସ କରିଥିବା ଜିଲ୍ଲାର ଶିକ୍ଷା ଅଧିକାରୀ ଶ୍ରୀ ରାମଚନ୍ଦ୍ର ନାହକ ପ୍ରକାଶ କରିଛନ୍ତି l ଜିଲ୍ଲାର ପାସ ହାର 90.41 ପ୍ରତିଶତ ରହିଥିବା ସେ ସୂଚନା ଦେଇଛନ୍ତି l କୋରାପୁଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶୁଭଶ୍ରୀ ପାଣିଗ୍ରାହୀ 575 ମାର୍କ ରଖି ସହରରେ ଟପର ହୋଇଥିବା ଜଣା ପଡିଛି l

କୋରାପୁଟ ପୌର ପରିଷଦ ଅନ୍ତର୍ଗତ ପୂଜାରୀପୁଟ ନିବାସୀ ପଦ୍ମଚରଣ ପାଣିଗ୍ରାହୀ ଓ ରଜନୀ କୁମାରୀ ପାଣିଗ୍ରାହୀଙ୍କ କନ୍ୟା ଶୁଭଶ୍ରୀ ସହରରେ ଟପର ହୋଇଥିବାରୁ ସ୍କୁଲ ଓ ପରିବାର ଲୋକଙ୍କୁ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଅଛି l ଗରିବ ଲୋକଙ୍କ ସେବା କରିବା ନିମନ୍ତେ ଭବିଷ୍ୟତରେ ଡାକ୍ତର ହେବାକୁ ଶୁଭଶ୍ରୀ ଆଶା ରଖିଛନ୍ତି l

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]