Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

କୋଣାର୍କ

ଅତୀତ ଗାଥା ଶୁଣାଏ ମର୍ମ
ସେହି ଭଗ୍ନ କଳେବର
ବହୁ କୀର୍ତ୍ତି ଅଲିଭା ସ୍ଵାକ୍ଷର
କଥା କୋଣାର୍କର ସାର ll

ମନେପଡେ ମାଁ ସୀତାଙ୍କ କଥା
ଚନ୍ଦ୍ରଭାଗା ନାମେ ଛବି
ତାଙ୍କ ପଛେ ଧାବମାନ ରବି
ହେବାକୁ ତାଙ୍କ ବାନ୍ଧବୀ ll

ଏ ଅଟେ କୋଣାର୍କ କୀର୍ତ୍ତି ରଚେ
ବାରଶ ଶିଳ୍ପୀଙ୍କ ଗାଥା
ରଚେ ବାର ବର୍ଷର ଗୌରବ
ବାଳକ ବୁଝିଲା କଥା ll

କୋଣାର୍କ ଆଣେ ସେ ଭାବ ଛବି
ଶିଳ୍ପୀ ଆଙ୍କିଲେଏଁ ବସି
କାମନା ଛବି ଆଙ୍କିଲେ କେତେ
ଶିଳ୍ପୀ ହେଲେ ବହୁ ଖୁସି ll

ସ୍ମୃତିଏଁ ସେ ଧରମାର ଗୁଣ
ମାନ ରହିଲା ଉତ୍କଳ
ଅଛି ସେ ପଥର ଅଛି ଶିଳ୍ପୀ
ଏ ଯେ କୋଣାର୍କର ବଳ ll

(ତ୍ରିନାଥ ପଟ୍ଟନାୟକ)

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]