Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ବନବିଭାଗ ପକ୍ଷରୁ 73ତମ ବନମହୋତ୍ସବ ଉପଲକ୍ଷେ ସହରର ଟ୍ରାଫିକ ଛକଠାରୁ ଗଡ଼ିଲା ସବୁଜ ରଥ

କୋରାପୁଟ,02 जुलाई 2022 (यू.टी.एन.)। କୋରାପୁଟ ବନବିଭାଗ ତରଫରୁ 73ତମ ବନମହୋତ୍ସବ ଉପଲକ୍ଷେ ଗଡ଼ିଲା ସବୁଜ ରଥ l ଆଜି ହେଉଛି 73ତମ ବନମହୋତ୍ସବ l ଏହି ଉପଲକ୍ଷେ କୋରାପୁଟ ବନ ବିଭାଗ ପକ୍ଷରୁ ଟ୍ରାଫିକ ଛକ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଅଛି l ମୁଖ୍ୟ ଅତିଥି ଭାବେ ରଞ୍ଜନ କୁମାର ନାଗ ଏ.ସି.ଏଫ କୋରାପୁଟ ସବୁଜ ପତାକା ଦେଖାଇ ସବୁଜ ରଥକୁ ଉଦଘାଟନ କରିଥିଲେ l l ଏହା ଏକ ସପ୍ତାହ ଧରି ଚାଲିବ l ଚାରା ବିତରଣ କାର୍ଯ୍ୟକ୍ରମ ରହିଛି ବୋଲି ରୋହିତ କୁମାର କହିଅଛନ୍ତି l ଗଛ ଲଗେଇବା ଏବଂ ପରିବେଶକୁ ସଫା ରଖିବା ବନମହୋତ୍ସବର ମୁଖ୍ୟ ଉଦେଶ୍ୟ ବୋଲି ଏ.ସି.ଏଫ କହିଛନ୍ତି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) | 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]