Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ଲେଟଲେଟ ସଂଗ୍ରହ କିଟ ନଥିବା ବେଳେ ଅସନ୍ତୋଷ ପ୍ରକାଶ କଲେ ଡେଙ୍ଗୁ ଚି଼ହ୍ନଟ ରୋଗୀ

କୋରାପୁଟ, 29 ଜୁନ୍ 2022 (UTN) | କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନାହିଁ ପ୍ଲେଟଲେଟ କିଟ l ସୂଚନା ଅନୁସାରେ କିଛି ଦିନ ତଳେ ମେଡିକାଲ କଲେଜ ସ୍ୱୟଂ ଚଳିତ ପ୍ଲେଟଲେଟ ସଂଗ୍ରହ ମେସିନ ଶୁଭାରମ୍ଭ କରାଯାଇଥିଲା l ପରୀକ୍ଷାକରଣ ପାଇଁ ଆସିଥିବା 10 ଟି ସାମ୍ପୁଲ କିଟ ଯାହା କି ମେସିନ ପରୀକ୍ଷଣ ସମୟରେ ସରିଯାଇଛି l ବର୍ତ୍ତମାନ ଜିଲ୍ଲାର ଡେଙ୍ଗୁ ରୋଗୀ ଚି଼ହ୍ନଟ ବଢ଼ି ଆସୁଥିବା ବେଳେ କିଟ ନଥିବା ଯୋଗୁଁ ପ୍ଲେଟଲେଟ ସଂଗ୍ରହ କରାଯାଇପାରୁନାହିଁ l
ଅନ୍ୟପଟେ ମାନୁଆଲ ପ୍ଲେଟଲେଟ ମେସିନ ମଧ୍ୟ ଦୀର୍ଘ ମାସ ହେବ ଅଚଳ ଅବସ୍ଥାରେ ପଡି ରହିଛି l ଏବେ ମେଡିକାଲ କଲେଜରେ ଡେଙ୍ଗୁ ରୋଗୀ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ ହେଉଥିବା ସୂଚନା ମିଳୁଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଯଥା ଶୀଘ୍ର ସ୍ୱୟଂ ଚାଲିତ ମେସିନର ପ୍ଲେଟଲେଟ କିଟ ଆସି ପହଂଚିବ ଏବଂ ମାନୁଆଲ ମେସିନ ସରଞ୍ଜାମ ଆସି ପହଁଚିଲେ ଅତିଶୀଘ୍ର ମରାମତି ହେବ ବୋଲି ସୂଚନା ଦେଇଛନ୍ତି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]