Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଅନ୍ତର୍ଜାତୀୟ ଯୋଗ ଦିବସ

   *ଅନ୍ତର୍ଜାତୀୟ ଯୋଗ ଦିବସ*
ଦିବସେ ଶାନ୍ତି ସୁଖ ଉର୍ଜା ରହିବ
   ଯେବେ କରିବ ଯୋଗ ଅଭ୍ୟାସ
ଆନନ୍ଦ ପ୍ରାପ୍ତ ହୋଇବ ଏ ଜୀବନେ
    ଚଞ୍ଚଳ  ମନେ  ଫୁଟିବ  ହସ ll
ଯୋଗ କରିବଇଁ ଯେବେ ପ୍ରତିଦିନ
   ମନ ରହିବ ବହୁ ପବିତ୍ର
ଯୋଗ ଦିବସ ପବିତ୍ର ଏଯେ ବାର୍ତ୍ତା
   ମଣିବ  ଜୀବନ କରି ଅସ୍ତ୍ର ll
ଶରୀର ବ୍ୟାଧି ହୁଏ ହୁଏ ଲାଘବ
   ମିଳିବ ନିରୋଗର ସନ୍ଧାନ
ଯୋଗ ପ୍ରାଣାୟାମ ନିତି ଯେ କରିବା
    ନିଶ୍ଚୟ ସୁସ୍ଥ ହେବ ଏ ମନ ll
ଯୋଗ କରିବଇଁ ନାଶ ହେବ ଭୟ
     ନାଶ ହେବ ବହୁ ଶୋକ ଦୁଃଖ
ଶ୍ରଦ୍ଧାଏ କରିବ ନିରନ୍ତର ଯୋଗ
      ନିଶ୍ଚେ ମନକୁ ମିଳିବ ସୁଖ ll
ଏ ଯୋଗ ଅଟେ ମୁକ୍ତିର ମୋକ୍ଷ ପଥ
     ଭଗବତ ପ୍ରୀତି ହେବ ଶକ୍ତ
ଯୋଗ ବଳେ ମୂନି ବାଲ୍ମୀକି ରଚିଲେ
      ରାମାୟଣ ନାମେଯେ ବିଖ୍ୟାତ ll
   *ତ୍ରିନାଥ ପଟ୍ଟନାୟକ*
    ( *ଅଧ୍ୟାପକ ତଥା କବି*)
  *ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର*
 *ପୋ:ଜିଲ୍ଲା- କୋରାପୁଟ*

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]