Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ବିଶ୍ୱ ରକ୍ତଦାତା ଦିବସ ପାଳିତ

କୋରାପୁଟ / ଜୟପୁର,14 ଜୁନ୍ 2022 (UTN) | ସରକାରୀ ଉଚ୍ଚ ବିଦ୍ୟାଳୟ, ଜୟପୁର ପରିସରରେ ଜିଲ୍ଲା ଜୁନିୟର ରେଡ଼କ୍ରସ ସୋସାଇଟି ତରଫରୁ *ବିଶ୍ୱ ରକ୍ତଦାତା ଦିବସ* ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା ଓ ଶିକ୍ଷକ ବିଶ୍ୱ ରଞ୍ଜନ ଗୌଡ଼ ଯୋଗଦାନ କରି ଶ୍ରମିକମାନଙ୍କୁ ରାକ୍ତଦାନର ଉପକାରିତା,ରକ୍ତଦାନର ବୟସସୀମା,ରକ୍ତଦାନର ସମୟସୀମା,ରକ୍ତଦାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଜୁନିୟର ରେଡ଼କ୍ରସ ଅଧିକାରୀ ଶ୍ରୀ ପଣ୍ଡା *ରକ୍ତଦାନ ମହାପୁଣ୍ୟ*- ଏହି ମହନୀୟ ଭାଵଧାରରେ ଉଦବୁଦ୍ଧ ହୋଇ ଶ୍ରମିକ ଭାଇମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ବହୁ ଅମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ନିଜେ ରକ୍ତଦାନ କରିବା ସହିତ ଅନ୍ୟ ଭାଇଭଉଣୀମାନେ ବହୁ ସଂଖ୍ୟାରେ କିପରି ଆଗାମୀ ଦିନରେ ରକ୍ତଦାନ କରିପାରିବେ ସେଥିପାଇଁ ସେମାନଙ୍କୁ ସଚେତନ କରିବା ପାଇଁ ଶ୍ରମିକ ଭାଇମାନଙ୍କୁ ପରାମର୍ଶ ଦେଇଥିଲେ।

କୋରାପୁଟ – ସାମ୍ବାଦିକ,( ତ୍ରିନାଥ ପଟ୍ଟନାୟକ ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]