Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

*ଶିବ ବିବାହ*

ଚତୁର୍ଦିଗେ ଆଜି ପ୍ରକମ୍ପିତ ହେଲାଣି
      ହେବ ଶିବ ଓ ଶକ୍ତିଙ୍କ ମିଳନ
ଏ ଯେ ନାମ ପ୍ରକଟିଛି ସାରା ଭୁବନେ
       ଆଜି ଶୀତଳ ଷଷ୍ଠୀ ଏହିଦିନ ll
କନ୍ୟା ପିତାମାତା ଓ ବର ପିତାମାତା
      ହୋଇ ନିୟମେ ବିବାହ କରନ୍ତି
ବିଶ୍ୱ ପିତା ତାରଣ କର୍ତ୍ତା ମହେଶ୍ୱର
      ଜଗତ ମାତା ପାର୍ବତୀ ଦୁଲଣୀ ll
ବରଯାତ୍ରୀଗଣ ବ୍ରହ୍ମା ବିଷ୍ଣୁ ଠାକୁର
     କନ୍ୟା ଭ୍ରାତା ଭକ୍ତଏଁ ନନ୍ଦୀ ଭୃଙ୍ଗୀ
ଏପରିକି ଇନ୍ଦ୍ରଙ୍କ ସହ ଦେବଗଣ
     ସଭିଏଁ ଆତଯାତ ଏକସଙ୍ଗୀ ll
ବିବାହ ବେଦୀ ହୋଇଅଛି ଚାକଚମ୍ୟ
    ଚକିତ ଆଜି ସାରା ଧରାବାସୀ
ଯାହାଙ୍କ ଉପରେ ବିରାଜିବେ ଉଭୟେ
    ଶିବ ଏବଂ ଦେଵୀ ପାର୍ବତୀ ଆସି ll
ଶିବ ପାର୍ବତୀ ଫେରିଥାନ୍ତି କୈଳାଶକୁ
    ନେଇ ନୂତନ ସୃଷ୍ଟିର ସମ୍ଭାର
ରକ୍ଷକ ସାଜିବେ ସର୍ବ ଦେବଗଣଙ୍କ
    ବିନାଶ କରିବେ ଏ ଦାନଵର ll
    *ତ୍ରିନାଥ ପଟ୍ଟନାୟକ*
    ( *ଅଧ୍ୟାପକ ତଥା କବି*)
  *ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର*
 *ପୋ:ଜିଲ୍ଲା- କୋରାପୁଟ*

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]