Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହେଲେ ପରିବେଶ ପ୍ରେମୀ ଦିଲ୍ଲୀପ କୁମାର ପଣ୍ଡା

କୋରାପୁଟ,07 ଜୁନ୍ 2022 (UTN) | 50 ତମ ବିଶ୍ୱ ପରିବେଶ ଦିବସ-2022ର ସ୍ଲୋଗାନ ହେଲା କେବଳ ଗୋଟିଏ ପୃଥିବୀ ଅର୍ଥାତ ଏହି ବିଶ୍ୱ ଜଗତରେ ସମସ୍ତ ଜୀବ ସମ୍ମାନ l କୋରାପୁଟ ଜିଲ୍ଲାରେ ବିଶ୍ୱ ପରିବେଶ ଦିବସ -2022 ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଉତ୍ସବରେ ପ୍ରକୃତି ବନ୍ଧୁ ଭାବରେ ସରକାରୀ ଉଚ୍ଚ ବିଦ୍ୟାଳୟର ପରିବେଶ ପ୍ରେମୀ ଶ୍ରୀ ଦିଲ୍ଲୀପ କୁମାର ପଣ୍ଡା ପୁରସ୍କୃତ ହୋଇଥିଲେ l ତେବେ ଏହି ଉତ୍ସବରେ କୋରାପୁଟ ଡି.ଏଫ.ଓ ଶ୍ରୀମତୀ ଅମିତା ରାୟ ଏବଂ ଡି.ଏ.ଭି କଲେଜର ଅଧ୍ୟକ୍ଷ ଶ୍ରୀ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାୟ 500 ରୁ ଉର୍ଦ୍ଧ ପରିବେଶବିତ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l
କୋରାପୁଟ – ସାମ୍ବାଦିକ,( ତ୍ରିନାଥ ପଟ୍ଟନାୟକ ) | 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]